9 ଉବା ଜୁୟ୍ରଃକମ୍ ମକ୍ ଲାଡ୍ କଃଲା ଆଚେ, ମୁୟ୍ ହେଁ ସେରଃକମ୍ ତୁମିମଃନ୍କେ ଲାଡ୍ କଃରିଆଚି; ମର୍ ଲାଡେ ତିର୍ ଅୟ୍ରିଆ । 10 ମୁୟ୍ ଜଃନ୍କଃରି ମର୍ ଉବାର୍ ଆଦେସ୍ ମାନି କଃରି ତାର୍ ଲାଡେ ତିର୍ ଅୟି ଆଚି, ତୁମିମଃନ୍ ସେରଃକମ୍ ଜଃବେ ମର୍ ଆଦେସ୍ ମାନାସ୍ ତଃବେ ମର୍ ଲାଡେ ତିର୍ ଅୟ୍ରିଆସ୍ ।
Publicidade
Publicidade