7 ମଃତର୍ ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁୟ୍ ଗଃଲେକ୍ ତୁମିମଃନାର୍ ବାୟ୍ଗ୍ ଅୟ୍ଦ୍, ବଃଲେକ୍ ମୁୟ୍ ନଃଗେଲେକ୍, ସେ ଉହ୍କାର୍ କଃର୍ତା ଆତ୍ମା ତୁମାର୍ ଲଃଗେ ନାସେ, ମଃତର୍ ମୁୟ୍ ଗଃଲେକ୍ ଉବା ତାକ୍ ତୁମାର୍ ଲଃଗେ ହଃଟାୟ୍ଦ୍ । 8 ସେ ଆସି ହାହ୍, ଦଃର୍ମ୍ ଆର୍ ଇସ୍ୱରାର୍ ନ୍ୟାୟ୍ ବିଚାର୍ ବିସୟେ ଜଃଗତାର୍ ଲକ୍ମଃନ୍କେ ସଃତ୍ ବୁଦି ଦଃୟ୍ଦ୍ ଇରି ଇସ୍ୱରାର୍ ଇଚା । 9 ହାହ୍ ବିସୟେ ସେମଃନ୍ ଦସି, ବଃଲେକ୍ ସେମଃନ୍ ମର୍ତଃୟ୍ ବିସ୍ୱାସ୍ ନଃକେଲାୟ୍ ।
Publicidade
Publicidade