8 ସେ ଆସି ହାହ୍, ଦଃର୍ମ୍ ଆର୍ ଇସ୍ୱରାର୍ ନ୍ୟାୟ୍ ବିଚାର୍ ବିସୟେ ଜଃଗତାର୍ ଲକ୍ମଃନ୍କେ ସଃତ୍ ବୁଦି ଦଃୟ୍ଦ୍ ଇରି ଇସ୍ୱରାର୍ ଇଚା । 9 ହାହ୍ ବିସୟେ ସେମଃନ୍ ଦସି, ବଃଲେକ୍ ସେମଃନ୍ ମର୍ତଃୟ୍ ବିସ୍ୱାସ୍ ନଃକେଲାୟ୍ । 10 ଦଃର୍ମି ବିସୟେ ସେମଃନ୍ ଦସି, ବଃଲେକ୍ ମୁୟ୍ ଉବାର୍ ହାକ୍ ଜଃଉଁଲେ, ଇରି ଉବା ଇସ୍ୱରାର୍ ଇଚା ଆର୍ ତୁମିମଃନ୍ ମକ୍ ନଃଦେକାସ୍ । 11 ନ୍ୟାୟ୍ ବିସୟେ ସେମଃନ୍ ଦସି, ବଃଲେକ୍ ଇ ଜଃଗତାର୍ ଅଃଦିକାରିକ୍ ବିଚାର୍ କଃରା ଅୟିଆଚେ ।