15 ତୁୟ୍ ସେମଃନ୍କେ ଜଃଗତେ ହୁଣି ନେ ବଃଲି ମୁୟ୍ ପାର୍ତ୍ନା ନଃକେରି, ମଃତର୍ ସେମଃନ୍କେ ଦୁସ୍ଟ୍ ଲକାର୍ ଆତେ ହୁଣି ବଚାଉ ବଃଲି ପାର୍ତ୍ନା କଃରୁଲେ । 16 ମୁୟ୍ ଜଃନ୍କଃରି ଇ ଜଃଗତାର୍ ଲକ୍ ନାୟ୍, ସେମଃନ୍ ହେଁ ସେବାନ୍ୟା ଇ ଜଃଗତାର୍ ଲକ୍ ନାୟ୍ । 17 ସଃତ୍ ସଃଙ୍ଗ୍ ସେମଃନ୍କେ ପବିତ୍ର କଃର୍, ତର୍ ବଃଚନ୍ ତ ସଃତ୍ । 18 ତୁୟ୍ ମକ୍ ଜଃନ୍କଃରି ଜଃଗତେ ହଃଟାୟ୍ ଆଚ୍ସି, ମୁୟ୍ ହେଁ ସେମଃନ୍କେ ସେବାନ୍ୟା ଜଃଗତେ ହଃଟାୟ୍ ଆଚି ।
Publicidade