10 ସେତାକ୍ ପିଲାତ ତାକ୍ କୟ୍ଲା, "ମର୍ ସଃଙ୍ଗ୍ କଃତା ନଃଉସି ? ତୁୟ୍ ଜାଣ୍, ତକ୍ ମୁକ୍ଳାଉଁକେ ମର୍ ଅଃଦିକାର୍ ଆଚେ ଆର୍ ତକ୍ କ୍ରୁସ୍ ଉହ୍ରେ ଚଃଗାଉଁକ୍ ହେଁ ମର୍ ଅଃଦିକାର୍ ଆଚେ, ଇରି କାୟି ତୁୟ୍ ନଃଜାଣ୍ସି ?"
11 ଜିସୁ କୟ୍ଲା, "ଜଦି ଇସ୍ୱର୍ ତଃୟ୍ହୁଣି ତକ୍ ଅଃଦିକାର୍ ଦିଆଅୟ୍ ନଃରିଲେକ୍, ସେବାନ୍ୟା ଅୟିଲେକ୍ ମର୍ ବିରୁଦେ ତର୍ କାୟିରି ହେଁ ଅଃଦିକାର୍ ନଃରିଲିହୁଣି; ତଃବେ ଜେ ମକ୍ ତର୍ ଆତେ ସଃହ୍ରି ଦଃୟ୍ଆଚେ, ତାର୍ ହାହ୍ ଅଃନାୟ୍ ବଃଡ୍ ।"