25 ତଃବେ ବିନ୍ ଚେଲାମଃନ୍ ତାକ୍ କୟ୍ଲାୟ୍, "ଅଃମିମଃନ୍ ମାପୁର୍କେ ଦଃକି ଆଚୁ ।"
ମଃତର୍ ତମା ସେମଃନ୍କେ କୟ୍ଲା, "ତାର୍ ଆତେ କୁଟି ମାର୍ଲା ଚିନା ସଃବୁ ନଃଦେକ୍ଲେକ୍, ଆର୍ ସେ ସଃବୁ ଜଃଗା ଲଃଗେ ମର୍ ଆଙ୍ଗଟି ସଃଙ୍ଗ୍ ନଃଚୁୟ୍ଲେକ୍ ଆର୍ ତାର୍ କୁଚାୟ୍ ମର୍ ଆତ୍ ନଃଚୁୟ୍ଲେକ୍ ମୁୟ୍ କଃବେ ହେଁ ବିସ୍ୱାସ୍ ନଃକେରି ।"