ଇ ପୁସ୍ତକାର୍ ବାବ୍
30 ଜିସୁ ଚେଲାମଃନାର୍ ମୁୟେ ଇବାନ୍ୟା ଗାଦେକ୍ ବିନ୍ ବିନ୍ ରଃକମାର୍ କାବା ଅଃଉତା ଚିନା କଃଲା, ସେସଃବୁ ଇ ପୁସ୍ତକ୍ ଲଃଗେ ଲେକା ନୟ୍; 31 ମଃତର୍ ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍ ଜେ, ଜିସୁ ଇସ୍ୱରାର୍ ହୟିସି କ୍ରିସ୍ଟ, ଆରେକ୍ ବିସ୍ୱାସ୍ କଃରି ଜଃନ୍କଃରି ତୁମିମଃନ୍ ତାର୍ ନାଉଁଏ ଜିବନ୍ ହାଉଆସ୍, ଇତାର୍ ଗିନେ ଇ ସଃବୁ ଲେକା ଜାୟ୍ ଆଚେ ।