8 ସଃଡେବଃଳ୍ ଜୁୟି ବିନ୍ ଚେଲା ଆଗ୍ତୁ ମଃସୁଣ୍ ଲଃଗେ ଆସିରିଲା, ସେ ହେଁ ବିତ୍ରେ ହୁରି ଦଃକ୍ଲା ଆର୍ ବିସ୍ୱାସ୍ କଃଲା; 9 ମଃତର୍ ମଃଲା ଲକ୍ମଃନାର୍ ବିତ୍ରେହୁଣି ଜିସୁକେ ଜେ ଜିବନ୍ ହାୟ୍ଁ ଉଟୁକ୍ ଅୟ୍ଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ସେମଃନ୍ ସଃଡେବଃଳ୍ ହଃତେକ୍ ବୁଜି ନଃରିଲାୟ୍ ।
Publicidade
Publicidade