17 ଜିସୁ ଇତାର୍ ସଃଙ୍ଗ୍ ତିନିତର୍ ତାକ୍ ହଃଚାର୍ଲା, "ଏ ଜହନାର୍ ହୟିସି ସିମନ୍, ତୁୟ୍ କାୟି ମକ୍ ଲାଡ୍ କଃରୁଲିସ୍ ?" ତୁୟ୍ କାୟି ମକ୍ ଲାଡ୍ କଃରୁଲିସ୍ ? ଇରି କୟ୍ ସେ ତିନିତର୍ ପିତର୍କେ ହଃଚାର୍ଲାକ୍ ପିତର୍ ଦୁକ୍ ଅୟି ତାକ୍ କୟ୍ଲା, "ମାପୁର୍, ତୁୟ୍ ସଃବୁ କଃତା ଜାଣି ଆଚ୍ସି; ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।"
ଜିସୁ ତାକ୍ କୟ୍ଲା, "ମର୍ ମେଣ୍ଡାମଃନ୍କେ ଚଃରାଉ ।