16 ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ । 17 ଇସ୍ୱର୍ ନିଜାର୍ ହୟ୍ସିକ୍ ଜଃଗତ୍କେ ବିଚାର୍ କଃରୁକେ ନାୟ୍, ମଃତର୍ ଜଃଗତ୍କେ ଜଃନ୍କଃରି ବଚାଉଁକେ ଅୟ୍ଦ୍ ସେତାର୍ଗିନେ ହଃଟାୟ୍ ଆଚେ ।
18 ଜୁୟି ଲକ୍ ହୟ୍ସିର୍ ତାଣେ ବିସ୍ୱାସ୍ କଃରେଦ୍ ତାର୍ ବିଚାର୍ ନାୟ୍; ମଃତର୍ ଜେ ବିସ୍ୱାସ୍ ନଃକେରେ ତାର୍ ବିଚାର୍ ଅୟି ସଃର୍ଲିନି, ବଃଲେକ୍ ସେ ଇସ୍ୱରାର୍ ଗଟେକ୍ବଃଲି ହୟ୍ସିର୍ ନାଉଁଏ ବିସ୍ୱାସ୍ ନଃକେରେ ।