ଜିସୁ ବଃନ୍ଦ୍ ଚଃମେ ରଗିକେ ଉଜ୍ କଃଲା
1 ଇତାର୍ ହଃଚେ ଜିଉଦିମଃନାର୍ ଗଟ୍ ହଃର୍ବ୍ ଆୟ୍ଲି, ଆର୍ ଜିସୁ ଜିରୁସାଲମେ ଗଃଲା । 2 ଜିରୁସାଲମାର୍ ମେଣ୍ଡା ଦୁଆର୍ ଲଃଗେ ସେତି ଗଟ୍ ହାଣିବଃନ୍ଦ୍ ଆଚେ । ଏବ୍ରି ବାସାୟ୍ ତାକ୍ ବେତ୍ସଃୟ୍ଦା ବଃଲି କଃଉତି, ତାର୍ ହାଁଚ୍ଗଟ୍ ହିଣ୍ଡା ଆଚେ । 3 ସେ ହିଣ୍ଡା ଉହ୍ରେ ଗାଦେକ୍ ରଗେ ହଃଳ୍ଲା ଲକ୍ମଃନ୍, କାଣା, ଚଟା, ଗଃଗାଳ୍ ସୁକ୍ଲା ଲକ୍ମଃନ୍ ରେତିରିଲାୟ୍ । ସେମଃନ୍ ହାଣି ଜୁଲୁକ୍ତାର୍ ଜାଗି ରେତିରିଲାୟ୍ । 4 ବଃଲେକ୍ କଃଡେକଃଡେ ବଃଳ୍ ମାପୁରାର୍ ଦୁତ୍ ହାଣିବଃନ୍ଦେ ଉତ୍ରି ହାଣି ଜୁଲ୍କାଉତି ରିଲା, ଆର୍ ହାଣି ଜୁଲୁକ୍ଲା ହଃଚେ ଜେ ଆଗ୍ତୁ ସେତି ବୁଡ୍ତି ରିଲା, ସେ ଜୁୟି ରଗେ ହଃଳି ରିଲେକ୍ ହେଁ ଉଜ୍ ଅଃଉତି ରିଲା । 5 ସେତି ଦୁୟ୍କଳି ଅଃଟ୍ର ବଃର୍ସ୍ ଦଃରି ଗଟେକ୍ ମଃଳୁ ହଃଳ୍ଲା ଲକ୍ ରିଲା । 6 ଜିସୁ ତାକେ ସେତି ରିଲାର୍ ଦଃକି, ବୁତେକ୍ ବଃର୍ସ୍ ହୁଣି ରଗେ ହଃଳି ଆଚେ ବଃଲି ଜାଣି ତାକ୍ ହଃଚାର୍ଲା, "ତୁୟ୍ କାୟି ଉଜ୍ ଅଃଉଁକେ ମଃନ୍ କଃରୁଲିସ୍ ?"
7 ସେ ରଗି ଜିସୁକେ କୟ୍ଲା, "ଏ ମାପୁର୍, ହାଣି ଦଃମ୍କ୍ଲା ବଃଳ୍ ମକ୍ ବଃନ୍ଦ୍ ବିତ୍ରେ ଟେକି ନେଉଁକ୍ ମର୍ କେଏ ହେଁ ନାୟ୍; ଆର୍ ମୁୟ୍ ଜଃଉଁ ଜଃଉଁ ବିନ୍ ଲକ୍ ମର୍ ଆଗ୍ତୁ ଜାଣାୟି ଜାୟ୍ ବୁଡୁଲା ।"
8 ଜିସୁ ତାକ୍ କୟ୍ଲା, "ଉଟ୍, ତର୍ ଟାଟି ଦଃରି ଇଣ୍ଡ୍ ।" 9 ସେଦାହ୍ରେ ସେ ରଗି ଉଜ୍ ଅୟ୍ଲା ଆର୍ ତାର୍ କଃଟ୍ ଦଃରି ଇଣ୍ଡୁକ୍ ଦଃର୍ଲା ।
ସେଦିନ୍ ବିସାଉଁଣି ବାର୍ ରିଲି ।