27 ଜୁୟି କାଦି ନଃସ୍ଟ୍ ଅୟ୍ଦ୍ ତାର୍ ଗିନେ କଃସ୍ଟ କଃରା ନାୟ୍ । ମଃତର୍ ଜୁୟି କାଦି ନଃସ୍ଟ୍ ନୟ୍ ଅଃମ୍ବର୍ ଜିବନ୍ ଦଃୟ୍ଦ୍, ସେତାର୍ ଗିନେ କଃସ୍ଟ କଃରା; ଇ କାଦି ନଃରାର୍ ହୟିସି ତୁମିମଃନ୍କେ ଦଃୟ୍ଦ୍, କାୟିତାକ୍ବଃଲେକ୍ ଇସ୍ୱର୍ ଉବା ସେତାର୍ ଗିନେ ତାକ୍ ମୁଦ୍ରା ଦଃୟି ଆଚେ ।"
28 ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, "ଇସ୍ୱର୍ ଜୁୟ୍ରି ମଃନ୍ କଃରୁଲା ସେରି ଅଃମି କଃରୁକେ ଅଃମିକ୍ କାୟିରି କଃରୁକେ ହଃଳେଦ୍ ?"
29 ଜିସୁ ସେମଃନ୍କେ କୟ୍ଲା, "ଜାକେ ଇସ୍ୱର୍ ହଃଟାୟ୍ ଆଚେ, ତାକ୍ ବିସ୍ୱାସ୍ କଃଲେକ୍ ତୁମିମଃନ୍ ସେରି କଃରୁ ହାରାସ୍ ।"