4 "ଏ ଗୁରୁ, ଇ ମାୟ୍ଜି ଦାରିକାମ୍ କଃର୍ତା ବଃଳ୍ ଦଃରା ହଃଳି ଆଚେ । 5 ଅଃନ୍କା ମାୟ୍ଜିମଃନ୍କେ ଟେଳା ସୁତ୍ରି ମାରୁକ୍ ମସା ଅଃମିକ୍ ବିଦି ତଃୟ୍ ଆଡର୍ ଦଃୟ୍ଆଚେ । ତଃବେ ତୁୟ୍ ଇ ବିସୟେ କାୟି ବଃଲୁଲିସ୍ ?" 6 ସେମଃନ୍ ଜିସୁକେ ହାନ୍ଦେ ହଃକାୟ୍ ଦଃସ୍ ଲାଦୁକ୍ ଇ କଃତା ହଃଚାରି ରିଲାୟ୍, ମଃତର୍ ଜିସୁ ମୁଆଁର୍ ହାଣି ଆଦ୍କଃରି ଆଙ୍ଗଟି ସଃଙ୍ଗ୍ ବୁୟେଁ ଲେକୁକ୍ ଦଃର୍ଲା ।
7 ସେମଃନ୍ ଜିସୁକେ ଆରେକ୍ ହଃଚାର୍ଲାକ୍, ଜିସୁ ମୁଣ୍ଡ୍ ଟେକି ସେମଃନ୍କେ କୟ୍ଲା, "ତୁମାର୍ ବିତ୍ରେ ଜେ କଃବେ କାୟି ହାହ୍ ନଃକେରେ, ସେ ଆସି ତାକ୍ ହଃର୍ତୁ ଟେଳା ମାର ।" 8 ଇରି କୟ୍ ଜିସୁ ଆରେକ୍ ଗଟ୍ତର୍ ମୁଆଁର୍ ହାଣି ଆଦ୍କଃରି ବୁୟେଁ ଲେକୁକ୍ ଦଃର୍ଲା । 9 ଜିସୁର୍ କଃତା ସୁଣି ସେମଃନ୍ ବଃଡ୍ ତଃୟ୍ହୁଣି ଆରୁମ୍ କଃରି ସାନ୍ ହଃତେକ୍ ଗଟେକ୍ ହଃଚେ ଗଟେକ୍ କଃରି ସଃବୁ ହଃଳାୟ୍ଲାୟ୍ । ଆରେକ୍ ଜିସୁ ଆର୍ ସେ ମାୟ୍ଜି ହଃକା ସେତି ଟିଆ ଅୟ୍ରିଲାୟ୍ । 10 ଆରେକ୍ ଜିସୁ ମୁଣ୍ଡ୍ ଟେକି ମାୟ୍ଜିକେ ହଃଚାର୍ଲା, "ସେମଃନ୍ କଃୟ୍ ? ତକ୍ ଦସି କଃରି ଡଃଣ୍ଡ୍ ଦେଉଁକ୍ କାୟି ଗଟେକ୍ ଲକ୍ହେଁ ନଃରିଲାୟ୍ ?"
11 ସେ କୟ୍ଲି, "ନାୟ୍ ମାପୁର୍, କେଏ ହେଁ ନାୟ୍ ।"
ସେତାକ୍ ଜିସୁ କୟ୍ଲା, "ମୁୟ୍ ହେଁ ତକ୍ ଦସି ବଃଲି ନଃକୟ୍ଁ । ଜାଆ, ମଃତର୍ ଆରେକ୍ ହାହ୍ କଃର୍ ନାୟ୍ ।"