30 ସେତାର୍ ଗିନେ ଦୁତ୍ ତାକ୍ କୟ୍ଲା, "ଏ ମରିୟମ୍, ଡିର୍ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ତକେ ଦଃୟା କଃରି ଆଚେ । 31 ୧:୩୧ ମାତି ୧:୨୧.ଆର୍ ଦଃକ୍, ତୁୟ୍ ଆଙ୍ଗେ ଅୟ୍କଃରି ଗଟେକ୍ ହିଲା ଜଃଲମ୍ କଃର୍ସି, ଆର୍ ତାର୍ ନାଉ ଜିସୁ ବଃଲି ଦିଆସ୍ । 32 ସେ ସଃବ୍କେ ଉଟ୍ୟା ଅୟ୍ଦ୍, ଆର୍ ସେ ସଃବ୍କେ ବଃଡ୍ ମାପୁରାର୍ ହୟିସି ବଃଲି ଡାକେ ହୁଟେଦ୍; ଆର୍ ଇସ୍ୱର୍ ତାକ୍ ତାର୍ ଦାଦିବାବୁ ଦାଉଦାର୍ ହର୍ ସିଙ୍ଗାସଣ୍ ଦଃୟ୍ଦ୍ । 33 ସେ ଜାକୁବକ୍ ବଃଉଁସ୍ ଉହ୍ରେ ଜୁଗେଜୁଗେ ରାଜ୍ କଃରେଦ୍, ଆର୍ ତାର୍ ରାଇଜ୍ କଃବେ ସେସ୍ ନହୟ୍ ।"
Publicidade