4 "ମଃତର୍ ମର୍ ସଃଙ୍ଗୁଆଳି ଜେ ତୁମିମଃନ୍, ତୁମିମଃନ୍କେ କଃଉଁଲେ, ଜୁୟି ଲକ୍ ତୁମାର୍ ଗଃଗାଳ୍କେ ମଃର୍ନେ ମାରେଦ୍, ମଃତର୍ ତାର୍ହଃଚେ ଆର୍ କାୟିରି କଃରୁ ନାହାରେ, ସେମଃନ୍କେ ଡିରା ନାୟ୍ । 5 ମଃତର୍ କାକେ ଡିରାସ୍, ସେରି ମୁଁୟ୍ ତୁମିକେ ଜାଣାୟ୍ଦ୍, ମଃର୍ନେ ମାର୍ଲା ହଃଚେ ନଃର୍କେ ହଃକାଉଁକେ ଜୁୟି ଇସ୍ୱରାର୍ ଅଃଦିକାର୍ ଆଚେ ତାକ୍ ଡିରିକଃରି ରିଆ । ହେଁ ମୁଁୟ୍ ତୁମିକେ ସଃତ୍ କଃଉଁଲେ ତାକ୍ ଡିରା ।"
Publicidade
Publicidade