6 "ହାଁଚ୍ଗଟ୍ ଜଃଟ୍ୟା ଚେଳେ କାୟି ଜଳେକ୍ କାସୁ ଡାବୁୟ୍ ବିକା ନଃଉତି ? ଆର୍ ସେମଃନାର୍ ବିତ୍ରେ ଗଟେକ୍ ହେଁ ଇସ୍ୱର୍ ନଃହାସ୍ରେ । 7 ମଃତର୍ ତୁମିମଃନାର୍ ମୁଣ୍ଡାର୍ ସଃର୍ନେ ବାଳ୍ ହେଁ ଗଃଣା ଅୟିଆଚେ । ଡିରା ନାୟ୍ ତୁମିମଃନ୍ ଗାଦେକ୍ ଗଃର୍ ଜଃଟ୍ୟା ଚେଳେ ହୁଣି ଅଃଦିକ୍ ବଃଡ୍ ।"
Publicidade
Publicidade