26 ୧୪:୨୬ ମାତି ୧୦:୩୭."ଜଦି କେଏ ମର୍ ହାକ୍ ଆସିକଃରି ଅଃହ୍ଣାର୍ ଉବାକ୍, ଆୟାକ୍, ଡକୁର୍ସିକେ, ହିଲାମଃନ୍କ୍, ବାୟ୍କ୍ ଆର୍ ବେଣିମଃନ୍କେ; ଆର୍ ତାର୍ ନିଜାର୍ ଜିବନ୍କେ ହେଁ ମର୍ ତଃୟ୍ହୁଣି ଅଃଦିକ୍ ଲାଡ୍ କଃରେଦ୍, ତଃବେ ସେ ମର୍ ଚେଲା ଅଃଉଁ ନାହାରେ । 27 ୧୪:୨୭ ମାତି ୧୦:୩୮; ୧୬:୨୪; ମାର୍କ ୮:୩୪; ଲୁକ ୯:୨୩.ଜୁୟି ଲକ୍ ଅଃହ୍ଣାର୍ କ୍ରୁସ୍ ବୟ୍ କଃରି ମର୍ ହଃଚେ ନିଣ୍ଡେ, ସେ ମର୍ ଚେଲା ଅଃଉଁ ନଃହାରେ ।"
Publicidade