17 ମଃତର୍ ସେ ଚେତ୍ନା ହାୟ୍ଁ କୟ୍ଲା, ‘ମର୍ ଉବାର୍ ଗଃରେ କଃବାଳିମଃନାର୍ କାଦି ଅଃଗ୍ଳି ଜଃଉଁଲି, ମଃତର୍ ମୁୟ୍ଁ ଇତି ରଃୟ୍ କଃରି ବୁକେ ମଃରୁଲେ । 18 ଅଃବେ ମୁୟ୍ଁ ଉଟି ମର୍ ଉବାର୍ ହାକ୍ ଜାୟ୍ନ୍ଦ୍ ଆର୍ ତାକ୍ କୟ୍ଦ୍, ଉବା, ସଃର୍ଗାର୍ ମାପୁରାର୍ ବିରୁଦେ ଆର୍ ତର୍ ବିରୁଦେ ମୁଁୟ୍ ହାହ୍ କଃଲେ ଆଚି ।
Publicidade