3 ୧୭:୩ ମାତି ୧୮:୧୫.ତଃବେ ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ କାମେ ଜଃଗ୍ରାତ୍ ଅୟ୍ରିଆ, ଜଦି ତୁମାର୍ ବାୟ୍ ହାହ୍ କଃରେଦ୍, ତଃବେ ତାକ୍ ଦଃକା ଦିଆସ୍; ଆର୍ ସେ ଜଦି ହାହ୍ଚାଡେଦ୍, ତଃବେ ତାକ୍ କେମା ଦିଆସ୍ । 4 ଆରେକ୍, ଜଦି ସେ ଗଟେଦିନ୍ ବିତ୍ରେ ସାତ୍ ତର୍ ତୁମାର୍ ବିରୁଦେ ହାହ୍ କଃରେଦ୍ ଆର୍ ସାତ୍ ତର୍ ତୁମାର୍ ହାକ୍ ଲେଉଟି ଆସି କୟ୍ଦ୍, ମୁଁୟ୍ ହାହ୍ ଚାଡୁଲେ ବଃଲି କୟ୍ଦ୍, ତଃବେ ନିଚୟ୍ ତାକ୍ କେମା କଃରା ।"
Publicidade