ପାରୁସି ଆର୍ ରିବ୍ନିର୍ କଃତା
9 ନିଜ୍ ନିଜ୍କେ ଦଃର୍ମିଲକ୍ ବଃଲି ଦଃକାୟ୍ ଅୟି ଆସ୍ର କଃରି ସଃବ୍କେ ହିନ୍ମାନ୍ କଃର୍ତିରିଲା କଃତି ଲକ୍ମଃନ୍କେ ଜିସୁ ଇ କଃତା ହେଁ କୟ୍ଲା, 10 "ଦୁୟ୍ ଲକ୍ ପାର୍ତ୍ନା କଃରୁକେ ମନ୍ଦିରେ ଗଃଲାୟି, ଗଟେକ୍ ପାରୁସି ଆର୍ ଗଟ୍ଲକ୍ ରିବ୍ନି ।"
11 "ପାରୁସି ଟିଆଅୟ୍ ଅଃହ୍ଣାର୍ ଚଃମେ ଇ ରଃକମ୍ ପାର୍ତ୍ନା କଃରୁକେ ଦଃର୍ଲା, ଏ ଇସ୍ୱର୍ ମୁଁୟ୍ ତର୍ ଦଃର୍ମ୍ଗୁଣ୍ କଃତା କଃଉଁଲେ ଜେ, ମୁଁୟ୍ ବିନ୍ ସଃବୁ ଲକାର୍ ହର୍ ଅଃଦଃର୍ମି, ହଃଟ୍କାର୍, ଦାରିକାମ୍ କଃର୍ତା ଲକ୍ କି ଇ ରିବ୍ନି ହର୍ ହେଁ ନାୟ୍; 12 ମୁଁୟ୍ ଆଟ୍ଦିନ୍କେ ଦୁୟ୍ ତର୍ ଉହାସ୍ କଃରୁଲେ, ଆର୍ ମୁଁୟ୍ ମର୍ ସଃବୁ ଆଉଣିର୍ ଦଃସ୍ବାଗାର୍ ବାଗେକ୍ ଦେଉଁଲେ ।"
13 "ମଃତର୍ ରିବ୍ନି ଦୁରିକ୍ ଟିଆ ଅୟି ସଃର୍ଗ୍ହାକ୍ ଦଃକୁକ୍ ହେଁ ସାସ୍ ନଃକେଲା, ମଃତର୍ ତାର୍ ବୁକେ ମାରିଅୟ୍ କଃଉଁକେ ଦଃର୍ଲା, ଏ ଇସ୍ୱର୍, ମୁଁୟ୍ ହାହି ମକ୍ ଦଃୟା କଃର୍ । 14 ୧୮:୧୪ ମାତି ୨୩:୧୨; ଲୁକ ୧୪:୧୧.ମୁଁୟ୍ ତୁମିମଃନ୍କେ କଃଉଁଲେ, ପାରୁସି ନଃୟ୍ ମଃତର୍ ରିବ୍ନି ମାପୁରାର୍ ଆକାୟ୍ ଦଃର୍ମି ଗଃଣାଅୟ୍ଲା ଲକ୍ ବଃଲି ଅଃହ୍ଣାର୍ ଗଃରେ ଗଃଲା; କାୟିତାକ୍ବଃଲେକ୍ ଜୁୟ୍ଲକ୍ ଅଃହ୍ଣାକ୍ ବଃଡ୍ ବଃଲି ଦଃକାୟ୍ ଅୟ୍ଦ୍, ତାକ୍ ମାପୁର୍ ସାନ୍ କଃରେଦ୍, ମଃତର୍ ଜୁୟ୍ଲକ୍ ନିଜ୍କେ ସାନ୍ କଃରେଦ୍, ତାକ୍ ମାପୁର୍ ବଃଡ୍ କଃରେଦ୍ ।"