6 ସେମଃନ୍ ବେତ୍ଲିହିମ୍ ଗଃଳେ ରିଲା ବଃଳ୍ ମରିୟମାର୍ ହିଲା ଜଃଲମ୍ ଅଃଉତା ବେଳ୍ ଅୟ୍ଲି । 7 ଆରେକ୍ ମରିୟମ୍ ହଃର୍ତୁ ହିଲା ଜଃଲମ୍ କଃଲି ଆର୍ ତାକ୍ ହଃଚ୍ୟାୟ୍ ଗୁଳ୍ୟାୟ୍ ଗାଇ ସାଳାର୍ ଡଙ୍ଗାୟ୍ ସଳାୟ୍ଲାୟ୍ । କାୟିତାକ୍ବଃଲେକ୍ ବାସାଗଃରେ ସେମଃନାର୍ ଗିନେ ଟାଣ୍ ନଃରିଲି ।
Publicidade
Publicidade