ନଃରାର୍ ହୟିସି ଆସ୍ତା ଦିନ୍
25 ୨୧:୨୫ ପ୍ରକା ୬:୧୨,୧୩. "ଆରେକ୍ ବେଳ୍, ଜଃନ୍ ତାରାମଃନାର୍ ତଃୟ୍ ଚିନା ଦଃକାଜାୟ୍ଦ୍ ଆର୍ ହୁର୍ତିବିଜାକ ଲକ୍ ମଃନାର୍ ବିତ୍ରେ ବିପ୍ତି ଗଃଟେଦ୍; ସଃମ୍ନ୍ଦ୍ ଆର୍ ଉଲାଳାର୍ ଗଃର୍ଜାଣେ ସେମଃନାର୍ ବୁଦି ବାଣା ଅୟ୍ଦ୍ । 26 ଆରେକ୍ ହୁର୍ତିବି ଉହ୍ରେ ଆସ୍ତି ରିଲା ଗଃଟ୍ଣା ମଃନ୍ ଡିରିକଃରି ଲକ୍ମଃନ୍ ମୁର୍ଚା ହର୍ ଅଃଉତି, ବଃଲେକ୍ ଅଃଗାସ୍ ଉହ୍ରାର୍ ସଃକ୍ତିମଃନ୍ ଜଃତ୍କଃତ୍ ଅଃଉତି । 27 ୨୧:୨୭ ପ୍ରକା ୧:୭.ସଃଡେବଃଳ୍ ଲକ୍ମଃନ୍ ନଃରାର୍ ହୟ୍ସିକେ ବଃଡେ ସଃକ୍ତି ଆର୍ ଜଃଜ୍ମାନ୍ ସଃଙ୍ଗ୍ ମେଗେ ଆସ୍ତାର୍ ଦଃକ୍ତି । 28 ମଃତର୍ ଇ ସଃବୁ ଗଃଟ୍ଣା ଆରୁମ୍ ଅୟିଲେକ୍ ତୁମିମଃନ୍ ମୁଣ୍ଡ୍ ଟେକି ଉହ୍ରେ ଦଃକା, ବଃଲେକ୍ ତୁମିମଃନାର୍ ମୁକୁଳ୍ତାର୍ ଚଃମେ ଅୟ୍ଲି ।"