19 ଆର୍, ଜିସୁ ରୁଟିକ୍ ଦଃରି ମାପୁର୍କେ ଜୁଆର୍ କଃରି, ସେରି ବାଙ୍ଗାୟ୍ ସେମଃନ୍କେ ଦଃୟି କଃରି କୟ୍ଲା, "ତୁମାର୍ ଗିନେ ଦିଆଅୟ୍ଲା ମର୍ ଗଃଗାଳ୍ ଇରି; ମକେ ଏତାଉଁକେ ଇରି କଃରା ।" 20 ସେରଃକମ୍ ରୁଟି କାୟିଲା ହଃଚେ କପାୟ୍ ଅଙ୍ଗୁର୍ ରଃସ୍ ଦଃରି କୟ୍ଲା, "ତୁମାର୍ ଗିନେ ଦିଆଅୟ୍ଲା ମର୍ ବଃନି, ଇରି ସେ ତୁମାର୍ ଗିନେ ମର୍ ବଃନି ତଃୟ୍ ଟିକ୍ କଃଲା ନଃଉଆଁ ବିଦି ।"
Publicidade