61 ଆର୍, ଜିସୁ ହଃଚ୍ବାଟ୍ ଉଲ୍ଟି କଃରି ପିତର୍କେ ସଃଳ୍କେ ଦଃକ୍ଲା; ଇତାର୍ହଃଚ, "ଆଜି କୁକ୍ଳା ବାସ୍ତା ଆଗ୍ତୁ ତୁୟ୍ ମକେ ତିନିତର୍ ନଃଜାଣିବଃଲି କଃଉସି," ଇ ଜୁୟି କଃତା ମାପୁର୍ ପିତର୍କେ କୟ୍ରିଲା, 62 ସେରି ତାର୍ ମଃନେ ହଃଳ୍ଲି, ଆର୍ ସେ ହଃଦାୟି ବାରାୟ୍ ଜଃବର୍ ରଦନ୍ କଃଲା ।