33 ଆର୍ ସେମଃନ୍ "କଃହାଳ୍" ନାଉଁଆର୍ ଜଃଗାୟ୍ ହଚି ସେତି ଜିସୁକେ କ୍ରୁସ୍ ଉହ୍ରେ ଚଃଗାୟ୍ଲାୟ୍, ଆରେକ୍ ଚର୍ମଃନାର୍ ବିତ୍ରେ ଏକ୍ଲାକେ ଜିସୁର୍ କାତାବାଟ୍ୟା ଆରେକ୍ ଏକ୍ଲାକେ ଡେବ୍ରିବାଟ୍ୟା କ୍ରୁସ୍କାଟେ ଚଃଗାୟ୍ଲାୟ୍ । 34 ସଃଡେବଃଳ୍ ଜିସୁ କୟ୍ଲା, "ଉବା, ଇ ଲକ୍ମଃନ୍କାର୍ ହାହ୍ କେମା କଃର୍, ବଃଲେକ୍ ଇ ଲକ୍ମଃନ୍ କାୟି କଃରୁଲାୟ୍ ସେରି ଜାଣୁ ନଃହାରୁଲାୟ୍ ।"
ଆର୍ ସେମଃନ୍ ଜିସୁର୍ ବଃସ୍ତର୍ ବାଟା କଃରୁକେ କେଳିବାଚ୍ଲାୟ୍ । 35 ଆରେକ୍ ମୁଳିକାମଃନ୍ ଟିଅୟ୍ କଃରି ଦଃକ୍ତି ରିଲାୟ୍, ଆର୍ ବଃଡ୍ ଲକ୍ମଃନ୍ ହେଁ ତାକ୍ ଗେଙ୍ଗ୍ରାୟ୍କଃରି କଃଉଁକେ ଦଃର୍ଲାୟ୍, "ସେ ବିନ୍ ଲକ୍କେ ବାଚାୟ୍ଲା; ସେ ଜଦି ଇସ୍ୱର୍ ବାଚ୍ଲା କ୍ରିସ୍ଟ ତଃବେ ନିଜ୍କେ ବଚାଉ ।"
36 ତାର୍ହଃଚେ ସଃଇନ୍ମଃନ୍ ହେଁ ଆସି ତାକ୍ ହିତା ରଃସ୍ ଦଃୟି ଗେଙ୍ଗ୍ରାୟ୍ଲାୟ୍ । 37 "ତୁୟ୍ ଜଦି ଜିଉଦିମଃନାର୍ ରଃଜା ନିଜ୍କେ ବଚାଉ ।"
38 ଆର୍ ତାର୍ ମୁଣ୍ଡ୍ ଉହ୍ରାର୍ କାଟେ ଇରି ଲେକା ଅୟ୍ରିଲି, "ଏ ଜିଉଦିମଃନାର୍ ରଃଜା ।"
39 ଆର୍, କ୍ରୁସ୍ଉହ୍ରେ ରିଲା ଚର୍ମଃନାର୍ ବିତ୍ରେ ଏକ୍ଲା ଲିନ୍ଦା କଃରି କଃଉଁକେ ଦଃର୍ଲା, "ତୁୟ୍ କାୟି କ୍ରିସ୍ଟ ନୟ୍ ? ତୁୟ୍ ନିଜ୍କେ ଆର୍ ଅଃମିକ୍ ବଚାଉ ।"
40 ମଃତର୍ ବିନ୍ ଚର୍ ତାକେ ଦଃକାଦଃୟ୍ କୟ୍ଲା, "ତୁୟ୍ ହେଁ ସଃମାନ୍ ବିଚାର୍ ଡଃଣ୍ଡ୍ ହାଉଁଲିସ୍, ଇସ୍ୱର୍କେ କାୟି ତର୍ ଡିର୍ ହେଁ ନାୟ୍ ? 41 ଆର୍ ଅଃମିମଃନ୍ ସିନା ନ୍ୟାୟ୍ ହଃର୍କାରେ ଡଃଣ୍ଡ୍ ହାଉଁଲୁ, କାୟିତାକ୍ବଃଲେକ୍ ଅଃମିମଃନ୍ ନିଜାର୍ ନିଜାର୍ ଦଃସାର୍ ହାୟ୍ଁ ଡଃଣ୍ଡ୍ ହାଉଁଲୁ, ମଃତର୍ ଇ ମାନାୟ୍ କାୟି ଦଃସ୍ ହେଁ ନଃକେରେ ।" 42 ଆର୍ ସେ ଜିସୁକେ କୟ୍ଲା, "ଏ ଜିସୁ, ତୁୟ୍ ନିଜାର୍ ରାଇଜେ ଗଃଲେକ୍ ମକେ ଏତାଉ ।"
43 ସେତାକ୍ ଜିସୁ ତାକେ କୟ୍ଲା, "ମୁଁୟ୍ ତକେ ସଃତ୍ କଃଉଁଲେ, ଆଜି ତୁୟ୍ ମର୍ ସଃଙ୍ଗ୍ ସଃର୍ଗ୍ ରାଜାୟ୍ ହଚ୍ସି ।"