ଜିସୁର୍ ଦାଦିବାବୁମଃନ୍
23 ଜିସୁ ପର୍ଚାର୍ କାମ୍ ଆରୁମ୍ କଃଲା ବଃଳ୍ ତାକ୍ ହାକାହାକି ତିରିସ୍ ବଃର୍ସ୍ ଅୟ୍ରିଲି; ଲକ୍ମଃନାର୍ ବାବ୍ନା ଇସାବେ ଜିସୁ ଜସେପାର୍ ହୟିସି; ଜସେପ୍ ଏଲିର୍ ହୟିସି, 38 କେନାନ୍ ଏନସାର୍ ହୟିସି, ଏନସ ସେତର୍ ହୟିସି, ସେତ ଆଦମାର୍ ହୟିସି, ଆଦମ୍ ଇସ୍ୱରାର୍ ହୟିସି ।