ଜିସୁର୍ ହଃଚେ ହଃଚେ ଜାତା ମାୟ୍ଜିମଃନ୍
1 ଆର୍ ଅଃଳକ୍ ବେଳ୍ ହଃଚେ, ଜିସୁ ଗଃଳେ ଗଃଳେ ଆର୍ ଗାଉଁ ଗାଉଁ ବୁଲି ମାପୁରାର୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲା । ଆର୍ ବାର ଗଟ୍ ଚେଲା ତାର୍ ସଃଙ୍ଗେ ରିଲାୟ୍ । 2 ଆର୍ ଜୁୟି ମାୟ୍ଜିମଃନ୍ ବୁତ୍ଆତ୍ମା, ଆର୍ ରଗେ ହୁଣି ଉଜ୍ କଃରାୟ୍ ଅୟ୍ରିଲାୟ୍, ସେମଃନ୍ ହେଁ ତାର୍ ସଃଙ୍ଗ୍ ରିଲାୟ୍, ମରିୟମ୍ ଜାକେ ମଗ୍ଦଲିନି ମରିୟମ୍ ବଃଲି କଃଉତି, ଜାର୍ ତଃୟ୍ହୁଣି ସାତ୍ ବୁତ୍ ବାରାୟ୍ ଜାୟ୍ରିଲାୟ୍; 3 ହେରଦାର୍ ଗୁମୁସ୍ତା କୁଜାର୍ ଡକୁର୍ସି, ଜହନା, ସସନା, ଆରେକ୍ କଃତେକ୍ ମାୟ୍ଜିମଃନ୍ ତାର୍ ସଃଙ୍ଗ୍ ରଃୟ୍ ଅଃହ୍ଣା ଅଃହ୍ଣାର୍ ଦଃନ୍ ବିତ୍ ଦଃୟି, ଜିସୁର୍ ଆର୍ ଚେଲାମଃନାର୍ ସେବା କଃର୍ତି ରିଲାୟ୍ ।