ଜାଇରସାର୍ ଜିସି ଆର୍ ଜିସୁର୍ ବଃସ୍ତର୍ ଚୁୟ୍ଲା ମାୟ୍ଜି
40 ଜଃଡେବଃଳ୍ ଜିସୁ ସଃମ୍ନ୍ଦାର୍ ଇହାଟି ଆୟ୍ଲା, ଲକ୍ମଃନ୍ ତାକ୍ ସଃର୍ଦାମଃନେ ବେଟ୍ ଅୟ୍ଲାୟ୍, ବଃଲେକ୍ ସଃବୁ ଲକ୍ ତାକ୍ ଜାଗି ରିଲାୟ୍ । 41 ଆର୍ ଦଃକା ଜାଇରସ୍ ନାଉଁଆର୍ ଗଟେକ୍ ଲକ୍ ଆୟ୍ଲା, ସେ ପାର୍ତ୍ନା ଗଃରାର୍ ମୁଳିକା ଲକ୍ ରିଲା, ସେ ଜିସୁର୍ ଗଡ୍ ତଃଳେ ଡୁଳି, ଅଃହ୍ଣାର୍ ଗଃରେ ଜଃଉଁକେ ଗଃଉଆରି କଃଲା । 42 ବଃଲେକ୍ ତାର୍ ବାର ବଃର୍ସାର୍ ଗଟେକ୍ ବଃଲି ଜିସି ରିଲି, ଆର୍ ସେ ମଃରୁକ୍ କଃଣ୍ଡେକ୍ ରିଲି, ମଃତର୍ ଜିସୁ ଜାତାବଃଳ୍ ଲକ୍ମଃନ୍ ତାର୍ ଉହ୍ରେ ମାଡାଚଃଗା ଅଃଉତି ରିଲାୟ୍ ।
43 ସଃଡେବଃଳ୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗ୍ ଦଃରି ଜିବନ୍ କାଟ୍ତାର୍ ଗଟେକ୍ ମାୟ୍ଜି ଜେ କି ନିଜାର୍ ଦଃନ୍ବିତ୍ ସଃରାୟ୍କଃରି ହେଁ୮:୪୩ କଃତେକ୍ ହୁର୍ବାର୍ ଆତ୍ ଲେକାୟ୍ ଇ ହଃଦ୍ ଲେକା ନୟ୍ । କାର୍ ତଃୟ୍ହୁଣି ଉଜ୍ ଅଃଉଁ ନାହାର୍ତି ରିଲି । 44 ସେ ହଃଚ୍ବାଟ୍ୟା ଆସି ଜିସୁର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲି, ସେଦାହ୍ରେ ତାର୍ ଗଃଗାଳାର୍ ଗଃଗାଳ୍ ଜାତାର୍ ତେବଃଲି । 45 ସେତାକ୍ ଜିସୁ କୟ୍ଲା, "କେଏ ମକ୍ ଚୁୟ୍ଲା ?" ମଃତର୍ ସଃବୁ ଲକ୍ ନାୟ୍ ବଃଲ୍ଲାକ୍, ପିତର୍ କୟ୍ଲା, "ଏ ଗୁରୁ, ଲକ୍ମଃନ୍ ଟେଲା ଟେଲି ଅୟି ତର୍ଉହ୍ରେ ମାଡା ଚଃଗା ଅଃଉଁଲାୟ୍ ।"
46 ମଃତର୍ ଜିସୁ କୟ୍ଲା, "କେଏ ଅଲେ ମକ୍ ଚୁୟ୍ଲା, କାୟିତାକ୍ବଃଲେକ୍ ମର୍ ତଃୟ୍ହୁଣି ସଃକ୍ତି ବାର୍ଲି ବଃଲି ମୁଁୟ୍ ଜାଣ୍ଲେ ।" 47 ସଃଡେବଃଳ୍ ସେ ମାୟ୍ଜି ଦଃକ୍ଲି ଜେ, ସେ ଲୁକି ରେଉଁ ନଃହାର୍ଲି, ସଃଡେବଃଳ୍ ସେ ତଃର୍ତଃରି ଜିସୁର୍ ଗଡ୍ ତଃଳେ ଡୁଳ୍ଲି ଆର୍ କାୟିତାକ୍ ତାକ୍ ଚୁୟ୍ଲି ଆରେକ୍ କଃନ୍କଃରି ସେଦାହ୍ରେ ଉଜ୍ ଅୟ୍ଲି ସେରିସଃବୁ ଲକ୍ମଃନାର୍ ମୁୟେଁ କୟ୍ଲି । 48 ସେତାକ୍ ଜିସୁ ତାକେ କୟ୍ଲା, "ଜିଇ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ଆଚେ, ସୁସ୍ତା ଅୟି ଜାଆ ।"
49 ଜିସୁ ଇ କଃତା କଃଉତା ବଃଳ୍, ପାର୍ତ୍ନାଗଃରାର୍ ମୁଳିକାର୍ ଗଃରେହୁଣି ଗଟ୍ ଲକ୍ ଆସି ତାକେ କୟ୍ଲା, "ତର୍ ଜିଦି ମଃଲିନି, ଗୁରୁକ୍ ଆରେକ୍ କଃସ୍ଟ ଦେସ୍ନାୟ୍ ।"
50 ମଃତର୍ ଜିସୁ ଇରି ସୁଣି ଜାଇରସ୍କେ କୟ୍ଲା, "ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ଆର୍ ସେ ବଚେଦ୍ ।"
51 ଆର୍ ଜିସୁ ଗଃରେ ଆସି, ପିତର୍, ଜହନ୍ ଆର୍ ଜାକୁବକ୍ ଆରେକ୍ ହିଲାର୍ ଉବାସି ଆୟ୍ସିକ୍ ଚାଡି, କାକେ ହେଁ ସଃଙ୍ଗେ ଜଃଉଁକେ ନଃଦିଲା । 52 ମଃତର୍ ସଃବୁ ଲକ୍ ପାର୍ତ୍ନା ଗଃରାର୍ ମୁଳିକାର୍ ଜିସି ମଃଲାକ୍ ଉରେ ମାରିଅୟ୍ କାନ୍ଦ୍ତି ରିଲାୟ୍, ସେତାକ୍ ଜିସୁ କୟ୍ଲା, "କାନ୍ଦା ନାୟ୍, ସେ ନଃମେରେ ମଃତର୍ ସଇ ଆଚେ ।"
53 ମଃତର୍ ସେ ମଃରି ଆଚେ ବଃଲି ଜାଣିରିଲାକ୍ ଲକ୍ମଃନ୍ ଜିସୁକେ ଗେଙ୍ଗ୍ରାଉଁକ୍ ଦଃର୍ଲାୟ୍ । 54 ମଃତର୍ ଜିସୁ ଟକିର୍ ଆତେ ଦଃରି କୟ୍ଲା, "ଏ ନୁନି ହିଲା ଉଟ୍ ।" 55 ସେତାକ୍ ତାର୍ ଆତ୍ମା ବାଉଳି ଆୟ୍ଲି ଆର୍ ସେ ସେଦାହ୍ରେ ଉଟ୍ଲି, ଆରେକ୍ ଜିସୁ ତାକ୍ କାୟିରି କଃଣ୍ଡେକ୍ କାଉଁକେ ଦେଉଁକେ କୟ୍ଲା । 56 ଇତାକ୍ ତାର୍ ଉବାସି ଆୟ୍ସି କାବା ଅୟ୍ଲାୟ୍, ମଃତର୍ ସେ ଗଃଟ୍ଣାର୍ କଃତା କାକେ ହେଁ କଃଉଆ ନାୟ୍ ବଃଲି ସେମଃନ୍କେ କୟ୍ଲା ।