41 ଆର୍ ଦଃକା ଜାଇରସ୍ ନାଉଁଆର୍ ଗଟେକ୍ ଲକ୍ ଆୟ୍ଲା, ସେ ପାର୍ତ୍ନା ଗଃରାର୍ ମୁଳିକା ଲକ୍ ରିଲା, ସେ ଜିସୁର୍ ଗଡ୍ ତଃଳେ ଡୁଳି, ଅଃହ୍ଣାର୍ ଗଃରେ ଜଃଉଁକେ ଗଃଉଆରି କଃଲା । 42 ବଃଲେକ୍ ତାର୍ ବାର ବଃର୍ସାର୍ ଗଟେକ୍ ବଃଲି ଜିସି ରିଲି, ଆର୍ ସେ ମଃରୁକ୍ କଃଣ୍ଡେକ୍ ରିଲି, ମଃତର୍ ଜିସୁ ଜାତାବଃଳ୍ ଲକ୍ମଃନ୍ ତାର୍ ଉହ୍ରେ ମାଡାଚଃଗା ଅଃଉତି ରିଲାୟ୍ ।