15 ୧୦:୧୫ ମାତି ୧୮:୩.ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟି ଲକ୍ ଇସ୍ୱର୍ ରାଇଜ୍କେ ଇ ସାନ୍ ହିଲା ହର୍ ନଃଦେର୍ଲେକ୍, ସେ କଃନ୍କଃରି ହେଁ ଇସ୍ୱରାର୍ ରାଇଜେ ହୁରୁ ନାହାରେ ।" 16 ତାର୍ହଃଚେ ଜିସୁ ସାନ୍ ସାନ୍ ହିଲାମଃନ୍କେ କଳେଦଃରି ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃଲା ।