29 ଜିସୁ ସେମଃନ୍କେ କୟ୍ଲା "ମୁଁୟ୍ ସଃତ୍ କଃଉଁଲେ, କୁୟି ମାନାୟ୍ ମର୍ ଗିନେ ଆର୍ ନିକ କବୁର୍ ପର୍ଚାର୍ କଃର୍ତା ଗିନେ ଗଃର୍, ବାୟ୍, ବେଣି କି ଆୟା ଉବା, ହିଲାମଃନ୍ କି ବୁୟ୍ଁ ଚାଡି ଆଚେ, 30 ଆର୍ ଇ ହୁରେ ତାଡ୍ନା ସଃଙ୍ଗ୍ ସଏ ଗୁଣ୍ ଗଃର୍, ବାୟ୍, ବେଣି, ଆୟା, ହିଲାମଃନ୍ ଆର୍ ବୁୟ୍ଁବାଳା, ଆରେକ୍ ସେ ଜୁଗେ ଅଃମ୍ବର୍ ଜିବନ୍ ନାହାୟ୍, ଅଃନ୍କା ଲକ୍ କେଏ ନାୟ୍ ।
Publicidade
Publicidade