25 ୧୧:୨୫ ମାତି ୬:୧୪,୧୫.ଜଃଡେବଃଳ୍ ତୁମି ପାର୍ତ୍ନା କଃରୁକେ ଟିଆ ଅଃଉଆସ୍, ତଃବେ ସଃଡେବଃଳ୍ ତୁମାର୍ ବିରୁଦେ କାର୍ ଦଃସ୍ ରଃୟ୍ଦ୍ ବଃଲେକ୍ ତୁମି ତାକ୍ କେମା ଦିଆସ୍, ତଃବେ ତୁମାର୍ ଉବାଦି ଜେ ସଃର୍ଗେ ଆଚେ, ସେ ହେଁ ତୁମିମଃନ୍କେ କେମା ଦଃୟ୍ଦ୍ । 26 ଜଃଡେବଃଳ୍ ତୁମି କାକେ ହେଁ କେମା ନଃଦିଆସ୍, ତଃବେ ତୁମାର୍ ସଃର୍ଗେ ରିଲା ଉବାଦି ହେଁ ତୁମାର୍ ହାହ୍ କେମା ନଃକେରେ ।୧୧:୨୬ କଃତେକ୍ ହଃର୍ନା ଲେକାୟ୍ ଇ ହଃଦ୍ ନାୟ୍ ।"