ତାର୍ ଆସ୍ତା ଦିନ୍ ଆର୍ ବେଳା କେଏ ହେଁ ନଃଜାଣ୍ତି
32 "ମଃତର୍ ସେ ଦିନ୍ କି ବେଳା କଃବେ ଆସେଦ୍ ସେରି କେଏ ହେଁ ନଃଜାଣ୍ତି; ସଃର୍ଗାର୍ ଦୁତ୍ମଃନ୍ କି ନଃରାର୍ ହୟିସି ହେଁ ନଃଜାଣେ, ମଃତର୍ ମର୍ ସଃର୍ଗାର୍ ଉବା ଏକ୍ଲା ହଃକା ଜାଣି ଆଚେ ।