ଜିସୁର୍ ମଃସୁଣ୍
42 ବିସାଉଁଣି ଦିନ୍ ଆଗ୍ତୁ ଆରାମାତିଆର୍ ଜସେପ୍ ଆସି ହଚ୍ଲା । ସେ ବଃଡ୍ ପଞ୍ଚାୟ୍ତାର୍ ବଃଡେ ମାୟ୍ନାର୍ ଲକ୍ରିଲା ଆର୍ ଇସ୍ୱରାର୍ ରାଇଜ୍କେ ଜାଗ୍ତି ରିଲା । 43 ସେଦିନ୍ ସଃବୁ ଜଃଗ୍ରାତ୍ ଅଃଉତା ବିନ୍ ବଃଲେକ୍ ବିସାଉଁଣି ଦିନାର୍ ଆଗାର୍ ଦିନ୍ । ହାରାମାତିଆର୍ ଜସେପ୍ ନଃଡିରି କଃରି ପିଲାତ ହାକ୍ ଜାୟ୍ ଜିସୁର୍ ମଃଲା ଗଃଗାଳ୍ ନେଉଁକେ ମାଗ୍ଲା ଜେକି ସେ ନିଜେ ହେଁ ଇସ୍ୱରାର୍ ସଃର୍ଗ୍ ରାଇଜାର୍ ଆସା କଃରିରିଲା ।