33 ଜିସୁ ସେ ଲକ୍ମଃନ୍କେ କୟ୍ଲା, "କେଏ ମର୍ ଆୟା, ଆର୍ କେଏ ମର୍ ବାୟ୍ମଃନ୍ ?" 34 ଜିସୁ ସେତି ବଃସିରିଲା ଚାରିବେଳ୍ତାର୍ ଲକ୍କେ ଦଃକିକଃରି ସେ କୟ୍ଲା, "ଦଃକା ! ଇ ଲକ୍ମଃନ୍ ମର୍ ଆୟା ଆର୍ ବାୟ୍ମଃନ୍, 35 ଜୁୟ୍ଲକ୍ ଇସ୍ୱରାର୍ ଇଚା ହୁରୁଣ୍ କଃରେଦ୍ ସେ ଲକ୍ ମର୍ ବାୟ୍, ବେଣି ଆର୍ ଆୟା ।"