11 ମଃତର୍ ତୁମିମଃନ୍ ସିକ୍ୟା ଦେଉଁଲାସ୍, କେଏ ଜଦି ଉବା କି ଆୟାକ୍ କୟ୍ଦ୍, ‘ମର୍ ତଃୟ୍ହୁଣି ତୁମି ଜାୟ୍ ଉହ୍କାର୍ ହାଉତାର୍ ଆଚେ, ସେରି ମୁଁୟ୍ କର୍ବାନ୍ କଃରି ଆଚି ।’ ବଃଲେକ୍ ଇସ୍ୱର୍କେ ଦାନ୍ କଃରିଆଚି । 12 ତଃବେ ତୁମି ଇବାନ୍ୟା ଲକ୍ମଃନ୍କେ ତାକାର୍ ଆୟ୍ସି ଉବାସିର୍ ଗିନେ କାୟିରି ହେଁ କଃରୁକେ ନଃଦେଉଁଲାସ୍ । 13 ଇବାନ୍ୟା ତୁମିମଃନ୍ ତୁମାର୍ କଃରି ଆସ୍ତା ରିତିବିଦି ଗିନେ ଇସ୍ୱର୍ ଦିଲା ରିତିବିଦିକ୍ ନଃମାନୁଲାସ୍, ଆର୍ କଃତେକ୍ କଃତେକ୍ କାମ୍ କଃରୁଲାସ୍ ।"
ମାନାୟ୍କେ କାୟିରି ବିଟାଳ୍ କଃରେଦ୍
14 ତାର୍ହଃଚେ ଜିସୁ ଲକ୍ମଃନ୍ଦାକେ ଲଃଗେ କୁଦି କୟ୍ଲା, "ତୁମିମଃନ୍ ସଃବୁଲକ୍ ମର୍ କଃତା ସୁଣା ଆର୍ ବୁଜା; 15 ଇବାନ୍ୟା କୁୟି କଃତା ନାୟ୍ ଜୁୟ୍ରି ହଃଦାୟି ହୁଣି ଆସି ଲକାର୍ ବିତ୍ରେ ହୁରି ତାକ୍ ବିଟାଳ୍ କଃରେଦ୍, ମଃତର୍ ଜୁୟ୍ରି ଲକାର୍ ବିତ୍ରେ ହୁଣି ବାରାୟ୍ଦ୍, ସେ ସଃବୁ ତାକ୍ ବିଟାଳ୍ କଃରେଦ୍ ।