43 ୯:୪୩ ମାତି ୫:୩୦.ଆର୍ ତୁମାର୍ ଗଟେକ୍ ଆତାର୍ ଗିନେ ତୁମି ହାହ୍ କାମ୍ କଃରୁଲାସ୍, ତଃବେ ତୁମି ସେ ଆତ୍କେ କାଟି ହଃବ୍ଳାଉଆ; କାୟିତାକ୍ବଃଲେକ୍ ଜଳେକ୍ ଆତ୍ ରଃୟ୍କଃରି ନଃର୍କେ, ବଃଲେକ୍ କଃବେ ନଃଲିବ୍ତା ଜୟେ ହଃଳ୍ତା ବାଦୁଲେ, ଗଟେକ୍ ଆତ୍ ରଃୟ୍କଃରି ଜିବନେ ଜାତାର୍ ତୁମାର୍ ଗିନେ ନିକ ।
Publicidade