3 ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ହେଁ ତୁମାର୍ ଦାଦିବାବୁ ଦିଲାର୍ ବିଦି କଃରି ଆସୁଲାର୍ ଗିନେ କାୟିତାକ୍ ଇସ୍ୱରାର୍ ଆଦେସ୍ ନଃମାନୁଲାସ୍ ? 4 ଇସ୍ୱର୍ ତ କୟ୍ଲା ଆଚେ, ‘ଆୟା ଉବାକ୍ ମାନା, ଆର୍ ଜୁୟ୍ଲକ୍ ଉବା କି ଆୟାକ୍ ସାୟ୍ପ୍ ଦଃୟ୍ଦ୍, ସେ ନିଜ୍କଃରି ମଃର୍ନ୍ ଡଃଣ୍ଡ୍ ହାୟ୍ଦ୍ ।’ 5 ମଃତର୍ ତୁମିମଃନ୍ କଃଉଁଲାସ୍, ଜୁୟ୍ଲକ୍ ଉବାକ୍ କି ଆୟାକ୍ କୟ୍ଦ୍, ‘ମର୍ ତଃୟ୍ହୁଣି ଜାର୍ ଗିନେ ତୁମାର୍ ଉହ୍କାର୍ ଅୟ୍ଲି ହୁଣି, ସେରି ମାପୁର୍କେ ଦାନ୍ କଃରିଆଚି,’ 6 ସେ ଅଃହ୍ଣାର୍ ଉବା ଆୟାକ୍ ସଃତ୍କଃରି ନଃମାନେ, ଇହର୍ ତୁମିମଃନ୍ କଃରି ଆସୁଲାର୍ ରିତିବିଦି ଗିନେ ଇସ୍ୱରାର୍ ବଃଚନ୍ ହଲ୍ୟା କଃରୁଲାସ୍ ।