21 ସଃଡେବଃଳ୍ ହୁଣି ଜିସୁ ଅଃହ୍ଣାର୍ ଚେଲାମଃନ୍କେ କଃଉଁକେ ଦଃର୍ଲା, "ମକ୍ ଜଃନ୍କଃରି ହେଁ ଜିରୁସାଲମ୍ ଜଃଉଁକେ ଅୟ୍ଦ୍ । ଆର୍ ପାରାଚିନ୍, ବଃଡ୍ ଜାଜକ୍, ଆର୍ ଦଃର୍ମ୍ଗୁରୁ ଆତେ ବଃଡେ ଦୁକ୍ ଡଃଣ୍ଡ୍ ହାୟ୍ନ୍ଦ୍ । ଆର୍ ମଃରିନ୍ଦ୍ ଆରେକ୍ ତିନିଦିନାର୍ ହଃଚେ ମଃର୍ନେହୁଣି ଉଟୁକ୍ ଅୟ୍ଦ୍ ।"
22 ସେତାକ୍ ପିତର୍ ଜିସୁକେ ଗଟ୍ ହାକ୍ କୁଦିନିଲା ଆର୍ ଦଃକା ଦଃୟି କଃଉଁକେ ଦଃର୍ଲା, "ଏ ମାପୁର୍, ଇସ୍ୱର୍ ତକେ ଦଃୟା କଃର, ଇରିମଃନ୍ ତକେ କଃବେ ହେଁ ନଃଉଅ ।"
23 ମଃତର୍ ଜିସୁ ଉଲ୍ଟି ଦଃକି ପିତର୍କେ କୟ୍ଲା, "ମର୍ ଚଃମେହୁଣି ଦୁର୍ ଅଃଉ ସୟ୍ତାନ୍, ତୁୟ୍ ମର୍ ବାଦାହର୍ ମଃଜାୟ୍ କାୟିତାକ୍ ଅଃଉଁଲିସ୍, ବଃଲେକ୍ ତୁୟ୍ ଇସ୍ୱରାର୍ କଃତା ନଃବାବି ମାନାୟ୍ର୍ କଃତା ବାବୁଲିସ୍ ।"
24 ୧୬:୨୪ ମାତି ୧୦:୩୮; ଲୁକ ୧୪:୨୭. ସଃଡେବଃଳ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "କେଏ ମର୍ ହଃଚେ ହଃଚେ ଆସୁକ୍ ମଃନ୍ କଃରେଦ୍, ତଃବେ ସେ ଅଃହ୍ଣାର୍ ଇଚାକ୍ ଚାଡ୍, ଆର୍ ଅଃହ୍ଣାର୍ କ୍ରୁସ୍ ବୟ୍କଃରି ମର୍ ହଃଚେ ହଃଚେ ଆସ । 25 ୧୬:୨୫ ମାତି ୧୦:୩୯; ଲୁକ ୧୭:୩୩; ଜହ ୧୨:୨୫.ବଃଲେକ୍ କୁୟି ମାନାୟ୍ ଅଃହ୍ଣାର୍ ଜିବନ୍ ବଚାଉଁକେ ମଃନ୍ କଃରେଦ୍, ସେ ତାର୍ ଜିବନ୍ ଆରାୟ୍ଦ୍, ମଃତର୍ କୁୟି ମାନାୟ୍ ମର୍ ଗିନେ ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍ ରଃକ୍ୟା କଃରେଦ୍ । 26 ଆର୍ ଜଦି କେଏ ଜଃଗତାର୍ ସଃବୁ ଲାବ୍କଃରି ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ତଃବେ ତାର୍ କାୟି ଲାବ୍ ଅୟ୍ଦ୍, ଆର୍ ଅଃହ୍ଣାର୍ ଜିବନ୍ ଲେଉଟି ହାଉତା ହାୟ୍ଁ ସେ କାୟିରି ଦେଉଁ ହାରେ ?