4 ଜିସୁ କୟ୍ଲା, "ତୁମିମଃନ୍ କାୟିରି ଦଃର୍ମ୍ ସାସ୍ତର୍ ନଃହଳାସ୍ ? ରାଜି ଉବ୍ଜାୟ୍ଲା ମାପୁର୍ ଆଗେହୁଣି ସେମଃନ୍କେ ଅଃଣ୍ଡ୍ରା ଆର୍ ଟକି କଃରି ତିଆର୍ କଃରିଆଚେ । 5 ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’ 6 ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
Publicidade
Publicidade