ଜିସୁର୍ ସିକ୍ୟା, ପର୍ଚାର୍, ଉଜ୍ କଃର୍ତାର୍
23 ୪:୨୩ ମାତି ୯:୩୫; ମାର୍କ ୧:୩୯. ତାର୍ହଃଚେ ଜିସୁ ସେମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟି ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃଲା ଆର୍ ସଃବୁ ରଃକମାର୍ ରଗିକ୍ ଉଜ୍ କଃରିକଃରି ଗାଲିଲିର୍ ସଃବୁ ହାକ୍ ବୁଲୁକ୍ ଦଃର୍ଲା ।୪:୨୩ ମାତି ୯:୩୫; ମାର୍କ ୧:୩୯.