ନଣ୍ ଆର୍ ଉଜାଳ୍
13 ୫:୧୩ ମାର୍କ ୯:୫୦; ଲୁକ ୧୪:୩୪,୩୫. "ତୁମିମଃନ୍ ହୁର୍ତିବିର୍ ଲକ୍ମଃନାର୍ ଗିନେ ନଣ୍ ହର୍, ମଃତର୍ ନଣ୍ ଜଦି ତାର୍ ସୁଆଦ୍ ଆରାୟ୍ଦ୍, ତଃବେ ସେରି କଃନ୍କଃରି ହେଁ ନଣାର୍ ଗୁଣ୍ କଃରି ହାରି ନୟ୍ । ସେରି ଆର୍ କୁୟି କାମେ ହେଁ ନଃଲାଗେ, ସେରି ହଃଦାୟି ହଃବ୍ଳାୟ୍କଃରି ଲକ୍ମଃନ୍ ତାକ୍ ମାଡ୍ତା ଜୟ୍ଗ୍ ।"
14 ୫:୧୪ ଜହ ୮:୧୨; ୯:୫. "ତୁମିମଃନ୍ ଜଃଗତାର୍ ଉଜାଳ୍ ହର୍ । ଡଙ୍ଗୁର୍ ଉହ୍ରେ ତିଆର୍ ଅୟ୍ଲା ଗଃଳ୍ ଲୁକି ରେଉଁ ନାହାରେ ।