31 "ଇତାର୍ ଗିନେ କାୟିରି କାହାସ୍ ? କାୟିରି ହିଉଆସ୍ ? କି କାୟିରି ହିନ୍ଦାସ୍ ? ଇବାନ୍ୟା ବଃଲି ଚିତା କଃରା ନାୟ୍ । 32 କାୟିତାକ୍ବଃଲେକ୍ ଅଜିଉଦିମଃନ୍ ଇସ୍ୱର୍କେ ନଃଜାଣ୍ତି, ସେମଃନ୍ ଇ ସଃବୁ ବିସୟ୍ ଲଳି ବୁଲ୍ତି । ଆର୍ ଇ ସଃବୁ ବିସୟ୍ ଜେ ତୁମିମଃନାର୍ ଲଳା, ସେରି ତୁମାର୍ ସଃର୍ଗାର୍ ଉବାଦି ଜାଣୁଲା । 33 ମଃତର୍ ତୁମିମଃନ୍ ହଃର୍ତୁ ଇସ୍ୱରାର୍ ରାଇଜ୍ ଆର୍ ସେ ତୁମାର୍ ତଃୟ୍ହୁଣି କାୟିରି ଇଚା କଃରୁଲା ସେତାକ୍ ଦିଆନ୍ କଃରା, ତଃବେ ସେ ତୁମିକେ ଇ ସଃବୁ ହେଁ ଦଃୟଃଦ୍ ।
Publicidade