ଜାୟ୍ରସାର୍ ଜିସି ବଚ୍ଲି ଆର୍ ଗଃଗାଳ୍ ଜାତା ମାୟ୍ଜି ଉଜ୍ ଅୟ୍ଲି
18 ଜିସୁ ସେମଃନ୍କେ ଇ କଃତାମଃନ୍ କଃଉତା ବଃଳ୍, ଗଟ୍ ଜିଉଦି ମୁଳିକା ଜିସୁର୍ ଚଃମେ ଆସି ଜୁଆର୍ କଃରି କୟ୍ଲା, "ମର୍ ଜିି ଅଃବେ ସେ ମଃଲି, ମଃତର୍ ତୁୟ୍ ଆସି ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲେକ୍ ସେ ବଚେଦ୍ ।"
19 ସେତାକ୍ ଜିସୁ ଉଟି ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ ତାର୍ ହଃଚେ ହଃଚେ ଗଃଲାୟି ।
20 ଆର୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗ୍ ଅୟ୍ରିଲା ଗଟ୍ ମାୟ୍ଜି ଜିସୁର୍ ହଃଚ୍ବାଟ୍ୟା ଆସି ତାର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲି । 21 ବଃଲେକ୍ ସେ ମଃନେ ମଃନେ କଃଉତି ରିଲି, "ତାର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲେକ୍ ମୁଁୟ୍ ଉଜ୍ ଅୟ୍ନ୍ଦ୍ ।"
22 ମଃତର୍ ଜିସୁ ହଃଚ୍ବାଟ୍ ଉଲ୍ଟି କଃରି ତାକ୍ ଦଃକି କୟ୍ଲା, "ଏ ନୁନି, ସାସ୍ ଦଃର୍, ତର୍ ବିସ୍ୱାସ୍ ତକେ ନିକ କଃଲି ।" ତଃତ୍କାଣ୍ ସେ ମାୟ୍ଜି ଉଜ୍ ଅୟ୍ଲି ।
23 ହଃଚେ ଜିସୁ ସେ ଜିଉଦି ମୁଳିକାର୍ ଗଃରେ ଆସି ସୁର୍ଲି ହୁକ୍ତା ଲକ୍ମଃନ୍କେ ଆର୍ ଆଉଲି କାନ୍ଦ୍ତା ଲକ୍ମଃନ୍କେ ଦଃକି କୟ୍ଲା, "ହଃଦାୟି ବାରାଉଆ । 24 ଇ ଟକି ନଃମେରେ, ମଃତର୍ ସଇ ଆଚେ ।" ସେତାକ୍ ସେମଃନ୍ ତାକ୍ ଗେଙ୍ଗ୍ରାୟ୍କଃରି କଃଉଁକେ ଦଃର୍ଲାୟ୍ । 25 ମଃତର୍ ଲକ୍ମଃନ୍ ହଃଦାୟି ବାରାୟ୍ଲାକେ ସେ ବିତ୍ରେ ଜାୟ୍ ସେ ଟକିର୍ ଆତେ ଦଃରି ଉଟାୟ୍ଲାକ୍, ସେ ଉଟ୍ଲି ଆର୍ ଟିଅୟ୍ଲି । 26 ଆରେକ୍ ଇ କଃତା ଦେସ୍ ଜାକ ଉର୍ଜି ଅୟ୍ଲି ।