ଜିସୁ ମାତିଉକ୍ କୁଦ୍ଲା
9 ଜିସୁ ସେତିହୁଣି ଜଃଉଁ ଜଃଉଁ ମାତିଉ ନାଉଁଆର୍ ଗଟ୍ ମାନାୟ୍କେ ସିସ୍ଟୁ ବାନ୍ଦ୍ତା ଟାଣେ ବଃସି ରିଲାର୍ ଦଃକି ତାକେ କୟ୍ଲା, "ମର୍ ସଃଙ୍ଗ୍ ଆଉ ।"
ସେତାକ୍ ସେ ଉଟି ଜିସୁର୍ ସଃଙ୍ଗ୍ ଗଃଲା ।