9 ଜିସୁ ସେତିହୁଣି ଜଃଉଁ ଜଃଉଁ ମାତିଉ ନାଉଁଆର୍ ଗଟ୍ ମାନାୟ୍କେ ସିସ୍ଟୁ ବାନ୍ଦ୍ତା ଟାଣେ ବଃସି ରିଲାର୍ ଦଃକି ତାକେ କୟ୍ଲା, "ମର୍ ସଃଙ୍ଗ୍ ଆଉ ।"
ସେତାକ୍ ସେ ଉଟି ଜିସୁର୍ ସଃଙ୍ଗ୍ ଗଃଲା ।
10 ୯:୧୦ ଲୁକ ୧୫:୧,୨. ଆର୍ ଜିସୁ ମାତିଉର୍ ଗଃର୍ ବିତ୍ରେ କାଉଁକେ ବଃସ୍ଲା ବଃଳ୍, ଗାଦେକ୍ ରିବ୍ନି ଆର୍ ହାହିମଃନ୍ ଆସି ତାର୍ ଚେଲାମଃନାର୍ ସଃଙ୍ଗ୍ ବଃସ୍ଲାୟ୍ । 11 ପାରୁସିମଃନ୍ ସେରି ଦଃକି ତାର୍ ଚେଲାମଃନ୍କେ କଃଉଁକେ ଦଃର୍ଲାୟ୍, "ତୁମିମଃନାର୍ ଗୁରୁ କାୟ୍କଃରୁକ୍ ରିବ୍ନି ଆର୍ ହାହିମଃନାର୍ ସଃଙ୍ଗ୍ କାଉଁଲା ?"
12 ମଃତର୍ ଜିସୁ ସେରି ସୁଣି କୟ୍ଲା, "ଉଜ୍ ଲକାର୍ ଗିନେ ବୟ୍ଦ୍କାରି ଲଳା ନାୟ୍, ମଃତର୍ ମଃଳୁ ହଃଳ୍ଲା ଲକାର୍ ଗିନେ ଲଳା ଆଚେ । 13 ୯:୧୩ ମାତି ୧୨:୭.‘ଅଃମି ହୁଜା ମଃନ୍ ନଃକେରୁ, ମଃତର୍ ଦଃୟା ମଃନ୍ କଃରୁନ୍ଦ୍,’ ଇ କଃତାର୍ ଅଃର୍ତ୍ ତୁମିମଃନ୍ ଜାୟ୍ ସିକା, ବଃଲେକ୍ ମୁଁୟ୍ ଦଃର୍ମିମଃନ୍କେ କୁଦୁକେ ନାସି, ମଃତର୍ ହାହିମଃନ୍କେ କୁଦୁକେ ଆସି ଆଚି ।"
ଉହାସାର୍ କଃତା
(ମାର୍କ ୨:୧୮-୨୨; ଲୁକ ୫:୩୩-୩୯)