ବିନ୍ ଲକାର୍ ବିଚାର୍ କଃରା ନାୟ୍
1 ଦୁର୍ବଳ୍ ବିସ୍ୱାସିକେ ହେଁ ନିଜାର୍ ଦଃଳେ କୁଦା, ମଃତର୍ ତାର୍ ନିଜାର୍ ବିସ୍ୱାସ୍ ବିସୟେ ବିନ୍ବିନ୍ ଅଃଉଆ ନାୟ୍ । 2 ଜେ ବିସ୍ୱାସେ ଅଃଟୁଆ, ସେ ସଃବୁ କାଦି କଃଉଁକେ ହାରେ, ମଃତର୍ ଜାର୍ ବିସ୍ୱାସ୍ ଅଃଟୁଆ ନାୟ୍ ସେ ଅଃବ୍କା ଡାଳ୍ମାଳ୍ ସାଗ୍ କାଉଅ । 3 ଜେ ସଃବୁ ରଃକମ୍ କାଦି କାୟ୍ଦ୍, ସେ ନଃକାତା ଲକେ ନିଚ୍ ନଃକେର, ଆରେକ୍ ଜେ ନଃକାୟ୍ ସେ କାତା ଲକେ ବିଚାର୍ ନଃକେର୍; ବଃଲେକ୍ ଇସ୍ୱର୍ ତାକେ ଆଗଳି ଆଚେ । 4 ତୁମିମଃନ୍ କେଏ ଜେ, ବିନ୍ ଲକାର୍ ଗତିଦଃଙ୍ଗ୍ଳାର୍ ବିଚାର୍ କଃରୁଲାସ୍ ? ସେ ତାର୍ କାମ୍ କଃତେକ୍ ଦୁରି କଃରୁ ହାରୁଲା କି କଃରୁକେ ନଃହାରୁଲା, ସେରି ତାର୍ ସାଉକାର୍ ବିଚାର୍ କଃରେଦ୍, ସେ ବାୟ୍ଦ୍ରେ ସେରି କଃରୁକେ ହାରେଦ୍, କାୟିତାକ୍ବଃଲେକ୍ ତାର୍ ସାଉକାର୍ ତାକ୍ ତାର୍ କାମ୍ କଃରାଉଁକ୍ ହାରେ ।