10 ତଃବେ ତୁମି କାୟିତାକ୍ ବିନ୍ ବିସ୍ୱାସି ବାୟ୍ର୍ ବିଚାର୍ କଃରୁଲାସ୍ ? ତୁମି କାୟିତାକ୍ ବିନ୍ ବିସ୍ୱାସି ବାୟ୍କ୍ ଇନ୍ମାନ୍ କଃରୁଲାସ୍ ? ଅଃମିମଃନ୍ ସଃବୁଲକ୍ ତ ଇସ୍ୱରାର୍ ବିଚାର୍ କଃର୍ତା ଟାଣେ ଟିଆ ଅଃଉଁନ୍ଦ୍ । 11 ବଃଲେକ୍ ଦଃର୍ମ୍ସାସ୍ତରେ ଲେକା ଆଚେ,
"ମାପୁର୍ କଃଉଁଲା, ଅଃମି ଜିବନ୍ ମାପୁର୍, ତଃବାର୍ ଗିନେ,
ସଃବୁଲକ୍ ମର୍ ମୁଏଁ ମାଣ୍ଡିକୁଟା ଟେସ୍ତି,
ଆର୍ ମକ୍ ଇସ୍ୱର୍ ବଃଲି ସଃବୁ ଲକ୍ ମାନ୍ତି ।"
12 ତଃବେ ଅଃମିମଃନ୍ ସଃବୁ ଲକ୍ ଇସ୍ୱରାର୍ ଚଃମେ ନିଜାର୍ ନିଜାର୍ କାମାର୍ ଇସାବ୍ ଦେଉଁକ୍ ଅୟ୍ଦ୍ ।