5 ଗଟ୍ଲକାର୍ ବିସ୍ୱାସେ ବିନ୍ ଦିନ୍ମଃନ୍ ତଃୟ୍ହୁଣି ଗଟେକ୍ ଟିକ୍ ଅଃଦିକ୍ ନିକ । ଆର୍ ବିନ୍ ଲକ୍ ସଃବୁ ଦିନ୍କେ ସଃମାନ୍ ବାବେ ବିଚାର୍ କଃରେଦ୍ । ମଃତର୍ ଜେ ଜୁୟ୍ରି ଟିକ୍ ବଃଲି ବାବେଦ୍ ସେ ସେରି କଃର୍ । 6 ଜେ ଗଟ୍ ଦିନ୍କେ ଅଃଦିକ୍ ନିକ ବଃଲି ମାନେଦ୍, ସେ ମାପୁର୍ ଜଃଜ୍ମାନ୍ ଗିନେ ସେରି କଃର; ଆର୍ ଜୁୟି ଲକ୍ ଜାୟ୍ରି ହେଁ କାଉଁକେ ହାରେ, ସେ ମାପୁରାର୍ ଜଃଜ୍ମାନ୍ ଗିନେ କାଅ, ବଃଲେକ୍ ସେ ଇସ୍ୱର୍କେ ଦନ୍ୟବାଦ୍ ଦଃୟ୍ଦ୍; ଆରେକ୍ ଜୁୟି ଲକ୍ କାୟି କାଦି କାଉଁକେ ନଃଚେ, ସେ ମାପୁରାର୍ ଜଃଜ୍ମାନ୍ ଗିନେ ସେରି କଃର, ଆର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଅ ।
Publicidade
Publicidade