ପାଉଲାର୍ ଜୁଆର୍
1 କେଙ୍କେରିଆ ମଣ୍ଡ୍ଳିର୍ ଗଟ୍ ସେବାକାରିଣି ବେଣି ପବିକେ ତୁମିମଃନାର୍ ହାକ୍ ହଃଟାଉଁଲେ । 2 ମାପୁରାର୍ ନାଉଁଏ ତାକେ ଦଃରି ଇସ୍ୱରାର୍ ଲକ୍ ହର୍ ବେବାର୍ କଃରା । ତାର୍ ଲଳା ହଃର୍କାରେ ତାକେ ଉହ୍କାର୍ କଃରା । ମର୍ ଆର୍ ଅଃନେକ୍ ଲକାର୍ ସେ ଗଟେକ୍ ଉହ୍କାରି ଲକ୍ ।